Shrimad Bhagabad Gita
₹800.00
By : Pandit Nilakantha Das
Language : Odia
ISBN : 978-1990494369
Hardbound : 845 pages
Dimensions : 5.5 x 8.5 Inches
Description
ଜୀବନର ପୂର୍ଣ୍ଣାଙ୍ଗତା ପ୍ରାପ୍ତି ପାଇଁ ଜ୍ଞାନ, ଭକ୍ତି ଓ କର୍ମ ର ଆବଶ୍ୟକତା ରହିଛି I ସେଥିପାଇଁ ‘ଗୀତା ‘ରେ ଏହି ତିନିଗୋଟି ତତ୍ତ୍ୱର ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି I ଏହି ‘ଗୀତା’ର ଚିରନ୍ତନ ଓ ଶାଶ୍ୱତ ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ଓଡିଶାର ଗୌରବ, ପ୍ରଚଣ୍ଡ ବିଦ୍ଵତ୍ତାର ଅଧିକାରୀ, ଅସାଧାରଣ ପ୍ରତିଭା ସମ୍ପର୍ଣ୍ଣ ଦାର୍ଶନିକ, ସୁପ୍ରସିଦ୍ଧ ବାଗ୍ମୀ, ବାସ୍ତବବାଦୀ କ୍ରାନ୍ତିକାରୀ ଚିନ୍ତାନାୟକ ପଦ୍ମଭୂଷଣ ପଣ୍ଡିତ ନୀଳକଣ୍ଠ ଦାସ ଗୀତାର ବ୍ୟାଖ୍ୟାନ, ଭାଷ୍ୟ ଓ ଟୀକା ରଚନା କରିଛନ୍ତି I ତାଙ୍କର ବିରଚିତ ଗୀତା ର ପ୍ରଥମ ପର୍ଯ୍ୟାୟ ରେ ‘ଗୀତା ପ୍ରବେଶ’ ହେଉଛି ଏକ ଭାରତୀୟ ଶାସ୍ତ୍ର ଓ ଦର୍ଶନର ଗନ୍ତାଘର ଓ ଦ୍ଵିତୀୟ ପର୍ଯ୍ୟାୟ ରେ ‘ଗୀତା’ ର ପ୍ରତିଟି ପଦ୍ୟ ବା ଶ୍ଳୋକ ର ଅନ୍ଵୟ, ପଦଚ୍ଛେଦ, ପଦ୍ୟାର୍ଥ, ଅନୁବାଦ ଏବଂ ବିଶେଷ ଭାଷ୍ୟ ପ୍ରଦାନ କରାଯାଇଛି I
Reviews
There are no reviews yet.