Description
“ନଦୀ ନୈବେଦ୍ୟ”, ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ଅନୁପମ ସୃଷ୍ଟି I ନଦୀ ନାରୀ, ନଦୀ କନ୍ୟା, ନଦୀ କୁଳବଧୁ, ନଦୀ ମାଆ; ନଦୀ ଆହ୍ଲାଦିନୀ, ଅଙ୍କଶାୟିନୀ, ପୁନଶ୍ଚ ଘୋର ଘର୍ଘର ନାଦିନୀ, ଅଟ୍ଟହାସିନୀ ଚଣ୍ଡୀ I ସେ ବି ବିମଳା, କମଳା, ଚାରୁ ଲାସିନୀ I ନଦୀ ରହସ୍ୟମୟୀ, ସ୍ରଷ୍ଟା ସ୍ୱରୂପିଣୀ I ନଦୀ ନାହିଁତ ଜୀବନ ନାହିଁ I ନଦୀ ନିଜେ ଗୋଟେ ଦର୍ଶନ I ପ୍ରତିଟି ନଦୀ ମାଆ ଲକ୍ଷ୍ମୀ, ସରସ୍ଵତୀ, ଏବଂ ଦୁର୍ଗାଙ୍କ ସମାହାର I କବି ଡ. ପ୍ରଦୀପ୍ତ କୁମାର ବାରିକଙ୍କର ଏକ ଅନବଦ୍ୟ ସୃଷ୍ଟି “ନଦୀ ନୈବେଦ୍ୟ” I
Be the first to review “nityanaibedya” Cancel reply
Reviews
There are no reviews yet.