Jatrigana Dayakari Dhyana Diantu

150.00

By : Krupasagara Sahu
Language ‏: ‎ Odia
ISBN‏ : ‎978-1990494253
Paperback ‏ : ‎143 pages
Dimensions ‏ : ‎ 5.5 x 8.5 Inches

Category: Tag:

Description

ଜୀବନର ଚଲାପଥକୁ ଆମେ ଏକ ରେଳଯାତ୍ରାର ତୁଳନାତ୍ମକ ସାମ୍ୟ ଭାବେ ଦେଖିଥାଉ I ଅର୍ଥାତ ଯେଭଳି ପ୍ରତିଟି ଜୀବନରେ କିଛିଟା କାହାଣୀ, କିଛି ଘଟଣା, କିଛି ଅନୁଭୂତି ଭରି ରହିଛି, ସେହିଭଳି ରେଳଯାତ୍ରାର ପ୍ରତିଟି ଯାତ୍ରା ଘଟଣାବହୁଳ, ରୋମାଞ୍ଚକ, ଯାହା ଯାତ୍ରୀଗଣଙ୍କୁ ଏକ ନବ୍ୟ ଅନୁଭୂତି ଦେଇଥାଏ I ବିଶେଷ କରି ଭାରତୀୟ ରେଳ, ବିଶାଳ ଯାହାର କଳେବର, ଅକଳ୍ପନୀୟ ଯାହାର ଯାତ୍ରୀ ସଂଖ୍ୟା, ତାହାର ତ ଘଟଣା ସୃଷ୍ଟିରେ ପଟ୍ଟାନ୍ତର ନାହିଁ I ସେହିଭଳି କିଛି ଅଭିଜ୍ଞତା, ଅନୁଭବକୁ ନେଇ ସୃଷ୍ଟ ଶ୍ରୀ କୃପାସାଗର ସାହୁଙ୍କର ଏକ ଅନନ୍ୟ କୃତି “ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ” I ହସ, କାନ୍ଦ, ଛଳନା, ପ୍ରେମ, ବିରହ, କ୍ରୋଧ ଆଦି ବିଭିନ୍ନ ମାନବୀୟ ଆବେଗରେ ଭରା ଏ ଗଳ୍ପ ଗୁଡ଼ିକ ପାଠକ ମାନଙ୍କୁ ବେଶ ଛୁଇଁବ ବୋଲି ଆଶା I

Reviews

There are no reviews yet.

Be the first to review “Jatrigana Dayakari Dhyana Diantu”

Your email address will not be published. Required fields are marked *