Gayaka

250.00

By : Akshaya Mohanty
Language ‏: ‎ Odia
ISBN‏ : ‎978-1990494321
Paperback ‏ : ‎ 208 pages
Dimensions ‏ : ‎ 5.5 x 8.5 Inches

Description

କଳାକାରର ଜୀବନ, ଜୀବନ ନୁହେଁ; ଆତ୍ମହତ୍ୟା ।
କଳାକାର ତାର ଚମତ୍କାରିତାର ଖୋଜରେ ଗୋଟେ ଗର୍ହିତ ପାପ କରି ବସେ । ତା’ ହେଲା ପୃଥିବୀର ସୌନ୍ଦର୍ଯ୍ୟକୁ ନିଖୁଣ ଭାବେ ଜାଣିବାର ଆଉ ଦେଖିବାର ପାପ, ଯାହା ମାନବ ଜାତି ପାଇଁ ନିଷିଦ୍ଧ । ଆଉ ଏ ପାପର ପ୍ରାୟଶ୍ଚିତ ହେଲା ଆତ୍ମହତ୍ୟା ।
ଏକ କଳାକାର ଜୀବନର ଏହି ଅଲୋଡ଼ା, ହେଲେ ନିଶ୍ଚିତ ବାସ୍ତବତାକୁ ବଡ଼ ଦରଦୀ ଆଉ ସରଳ ଭାଷାରେ ନିଖୁଣ ଭାବରେ ବର୍ଣ୍ଣନା କରି ପ୍ରସ୍ତୁତ କରିଥିଲେ ଉପନ୍ୟାସ “ଗାୟକ” – ଓଡ଼ିଶାର ସେହି ମହାନ୍, ନିଜ ସମୟରୁ ଅନେକ ଆଗର ସାହିତ୍ୟ ସୃଷ୍ଟି କରୁଥିବା ସାହିତ୍ୟିକ ଏବଂ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି ।
ସେହି “ଗାୟକ” ର ନୂତନ ପରିମାର୍ଜିତ ସଂସ୍କରଣ ପାଠକ ମାନଙ୍କୁ ପୁଣିଥରେ ରୋମନ୍ଥିତ କରିବ, ସେଥିରେ ସନ୍ଦେହ ନାହିଁ ।

Reviews

There are no reviews yet.

Be the first to review “Gayaka”

Your email address will not be published. Required fields are marked *