Bishwarupa Darshana

225.00

By : Diptiranjan Pattanaik
Language ‏: ‎ Odia
ISBN‏ : ‎978-1990494208
Paperback ‏ : ‎ 211 pages
Dimensions ‏ : ‎ 5.5 x 8.5 Inches

Description

‘ବିଶ୍ଵରୂପ ଦର୍ଶନ’ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଅଷ୍ଟମ ଗଳ୍ପ ସଙ୍କଳନ । ଆଗରୁ ପ୍ରକାଶିତ ସାତଟିଯାକ ସଂକଳନରେ ପରିଦୃଷ୍ଟ ହେଉଥିବା ବିଷୟବସ୍ତୁର ବିବିଧତା, କଳ୍ପଶକ୍ତିର ଐନ୍ଦ୍ରଜାଲିକ ବୈଚିତ୍ର୍ୟ ଓ ଆଙ୍ଗିକ ସୌଷ୍ଠବର ପରିପାଟୀ, ଏ ସଂକଳନର ଛତ୍ରେଛତ୍ରେ ଦେଖିବାକୁ ମିଳେ । ଦୀପ୍ତିରଞ୍ଜନଙ୍କ ଗଳ୍ପକଳାରେ ଜଡ଼ ଓ ଶୀର୍ଷତମ ଚେତନବିନ୍ଦୁ ମଧ୍ୟରେ ଯେଉଁ ଆଳାପର ପ୍ରୟାସ ପରିଲକ୍ଷିତ ହୋଇଥାଏ, ତା’ର ଶାଣିତ ଅଭିବ୍ୟକ୍ତି ଏ ସଂକଳନର ପ୍ରତିଟି ଗଳ୍ପକୁ ଏକ ଅନନ୍ୟ ନାନ୍ଦନିକ ପରିଚିତି ଦେଇପାରିଛି । ସୂକ୍ଷ୍ମ ଜୀବନବୋଧ, ଚଟୁଳ କଥନଭଙ୍ଗୀ, ବୌଦ୍ଧିକ ଗଭୀରତା ଓ ଆଧ୍ୟାତ୍ମିକ ଜିଜ୍ଞାସାରେ ରସାଣିତ ଏ ଗଳ୍ପଗୁଡ଼ିକ ସହୃଦୟ ପାଠକଗୋଷ୍ଠୀଙ୍କୁ ସବୁଥର ଭଳି ଆମୋଦିତ କରିବ ବୋଲି ଆମେ ଆଶାବାନ୍ ।

Reviews

There are no reviews yet.

Be the first to review “Bishwarupa Darshana”

Your email address will not be published. Required fields are marked *