Kathare Kathare Bhagabata

270.00

By : Pandab Ch. Das
Language ‏: ‎ Odia
ISBN‏ : ‎978-1-990494-41-3
Paperback
Dimensions ‏ : ‎ 5.5 x 8.5 Inches

Description

ପାଣ୍ଡଵ ଚରଣ ଦାସ ଓଡ଼ିଆ ସାହିତ୍ୟ ଜଗତ ର ଏକ ଅନନ୍ୟ ପ୍ରତିଭା I ତାଙ୍କର ଆଧ୍ୟାତ୍ମିକ ଚେତନା ବୈଚିତ୍ରମୟ, ବିଭାମଣ୍ଡିତ I
ଶ୍ରୀମା, ଶ୍ରୀ ଅରବିନ୍ଦଙ୍କ ଚିନ୍ତା ଚେତନାରେ ଅନୁପ୍ରାଣୀତ ଥିଲା ତାଙ୍କର ବ୍ୟକ୍ତିତ୍ୱ ଏବଂ ଚିନ୍ତାଧାରା I ସମକାଳୀନ ଜନଜୀବନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇ ଭୋଗବାଦୀ ମଣିଷକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ ତାଙ୍କ ଲେଖନୀ ସଦା ବ୍ୟଗ୍ର ଥିଲା I ‘ପାବନୀ ‘, ‘ହରପାର୍ବତୀ ବିବାହ ‘,’ତୃତୀୟ ନୟନ ‘,ଜ୍ଞାନ ଗଙ୍ଗା ‘, ‘ଭାଗବତ କଥାମୃତ’ ଭଳି ଅନେକ ତତ୍ତ୍ୱଭିତ୍ତିକ ପୁସ୍ତକ ତାଙ୍କ ଚିନ୍ତା ଚେତନାର ଯଥାର୍ଥ ପ୍ରତିଲିପି I ‘କଥାରେ କଥାରେ ଭାଗବତ ‘ ପୁସ୍ତକଟି ଭକ୍ତି , ଜ୍ଞାନ , ବ୍ରହ୍ମ ଓ ଭାଗବତ ତତ୍ତ୍ୱକୁ ନେଇ ଏକ ମୌଳିକ ରଚନା, ଯାହାର ପ୍ରାସଙ୍ଗିକତା ରହିଛି I ଉକ୍ତ ପୁସ୍ତକ ପ୍ରଚୁର ପାଠକୀୟ ସ୍ୱୀକୃତିର ପ୍ରତୀକ୍ଷା ରଖେ I

Reviews

There are no reviews yet.

Be the first to review “Kathare Kathare Bhagabata”

Your email address will not be published. Required fields are marked *