Shunyaku Sabdabali

225.00

By : Shailarani Mishra
Language ‏: ‎ Odia
ISBN‏ : ‎978-1990494314
Paperback ‏ : ‎
Dimensions ‏ : ‎ 5.5 x 8.5 Inches

Category: Tag:

Description

ଶ୍ରୀମତୀ ଶୈଳରାଣୀ ମିଶ୍ର ଓଡିଶା ସାହିତ୍ୟର ଜଣେ ବର୍ଷିଆନ, ପ୍ରତିଭାବାନ ସ୍ରଷ୍ଠା I ଶ୍ରୀମତୀ ମିଶ୍ର ଏକାଧାରରେ ଜଣେ କବି, ଗାଳ୍ପିକା, ଶିଶୁ-ସାହିତ୍ୟିକା ଓ ଅନୁବାଦିକା I ବର୍ତ୍ତମାନ ସୁଦ୍ଧା ଯଶସ୍ୱୀ ସାହିତ୍ୟ ସାଧିକାଙ୍କର ତିନିଟି ଗଳ୍ପ ସଂକଳନ – ‘ଯୂଥଭ୍ରଷ୍ଟ’, ‘ବିବର୍ତ୍ତିତ ପୃଥିବୀ’ ଓ ‘ଚକ୍ରବ୍ୟୁହ’; ଦୁଇଟି ଅନୁବାଦ ପୁସ୍ତକ – ‘ସୁବର୍ଣ୍ଣଲତା’ ଓ ‘ଯୋଗ ବଶିଷ୍ଠର କାହାଣୀ’; ଗୋଟିଏ ଭ୍ରମଣ କାହାଣୀ ‘ଅମୃତ ଅନ୍ୱେଷଣ’, ତଥା ଗୋଟିଏ ଶିଶୁ-ସାହିତ୍ୟ ପୁସ୍ତକ ‘ଆଠ ସାତ ପନ୍ଦର’ ପ୍ରକାଶିତ । ତାଙ୍କର ଗଳ୍ପ ଗୁଡିକ ଜୀବନ, ସମାଜ, ଅନୁସନ୍ଧିତ୍ସା,ଏବଂ ଦର୍ଶନରେ ଭରପୁର I
ନବେ ବର୍ଷରେ ପାଦ ରଖୁଥିବା ଶ୍ରୀମତୀ ମିଶ୍ରଙ୍କର ଏହି ଚତୁର୍ଥ ଗଳ୍ପ ସଂକଳନ “ଶୂନ୍ୟକୁ ଶବ୍ଦାବଳୀ” ପ୍ରକାଶ କରି ବିଦ୍ୟା ପବ୍ଲିଶିଙ୍ଗ ଇଙ୍କ କାନାଡ଼ା ଅତ୍ୟନ୍ତ ଗର୍ବିତ I ୩୧ଟି ଗଳ୍ପରେ ସୁସଜ୍ଜିତ ଏହି ପୁସ୍ତକଟି ପାଠକ ମାନଙ୍କ ଆଦୃତି ପ୍ରାପ୍ତ ହେବ I

Reviews

There are no reviews yet.

Be the first to review “Shunyaku Sabdabali”

Your email address will not be published. Required fields are marked *