Aparthiba Prema Kabita

160.00

By : Hara Prasad Das
Language ‏: ‎ Odia
ISBN‏ : ‎978-1777681975
Paperback ‏ : ‎ 100 pages
Dimensions ‏ : ‎ 5.5 x 8.5 Inches

Category: Tag:

Description

“ଅପାର୍ଥିବ ପ୍ରେମ କବିତା” ର ଆବେଦନ ସରଳ, କିନ୍ତୁ ଏହାର ସଂରଚନା ବହୁସ୍ତରୀୟ । କିଛି ଅଧିକାର, କିଛି ଅଭିମାନ, କିଛି ସନ୍ଦେହ, କିଛି ସମର୍ପଣ, କିଛି ପ୍ରତ୍ୟାହାର – ଏହି ଉପାଦାନରେ ଗଢ଼ାହୁଏ ଏକ ଦୃଶ୍ୟମାନ ସ୍ତର । ଏହି ସ୍ତରର ଠିକ୍ ତଳେ ଥାଏ ଛନ୍ଦାଛନ୍ଦି ହୋଇ ଅସଂଖ୍ୟ ମହାଦ୍ରୁମଙ୍କର ଅକଳନ ଚେର – ପାଣି ଟୋପାଏ ଶୋଷିବା ପାଇଁ ସେମାନେ ଫଟାଇ ପାରନ୍ତି ପଥର । ତା ତଳେ ଥାଏ ସେ ଅନ୍ତଃପ୍ରକୃତି, ନାରୀ ପୁରୁଷଙ୍କର ପରସ୍ପରର ଅଗ୍ନିକୁ ଧାରଣ କରିବାର ଗୋଟେ ଯଜ୍ଞବେଦୀ ଥାଏ ସେଠି । ତା ତଳେ ଥାଏ ନିଭୃତତମ ସ୍ଵପ୍ନ, ମଣିଷର ଅସ୍ପଷ୍ଟ ଆକାରହୀନ ଅଂଗୀକାର ଜୀବନର । ତା ତଳେ ଥାଏ କଣ ଗୋଟେ ସୁନ୍ଦର, ଚିହ୍ନିଲା ଭଳି ଲାଗେ, ଉକୁଟି ଉଠେ ପୁଣି ମିଳାଇ ଯାଏ, ଧରି ରଖି ହୁଏନି ତାର ରକ୍ତିମାକୁ, ତାର ଉଷ୍ମତାକୁ । ସେ କିନ୍ତୁ ଥାଏ ଚିରକାଳ ସେହିଭଳି ।

Reviews

There are no reviews yet.

Be the first to review “Aparthiba Prema Kabita”

Your email address will not be published. Required fields are marked *